କାଗଜ କଲମରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା। ଥିଲା ବାଲାଙ୍କୁ ହଁ ନଥିଲା ବାଲାଙ୍କୁ ନା । ସେ ବିଧବା ଭତ୍ତା ହେଉ କି ବାର୍ଦ୍ଧକ୍ୟ ଭତ୍ତା କିମ୍ବା ଆବାସ, ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ସତେ ଯେମିତି ଗରିବଙ୍କୁ ଏସବୁ ଯୋଜନା ଉପହାସ କରୁଛି
#raygada #govtscheme #kalyanasinghpur #nobenefit #pension #ArgusNews